ଟୁରିଷ୍ଟ୍‍ ବସ୍‌ ପୋଡ଼ିଦେଲେ ଦୁର୍ବୁର୍ତ୍ତ

ଭୁବନେଶ୍ୱର: ଗତ ମଧ୍ୟ ରାତ୍ରୀ ପରେ ବାଣୀବିହାର ଅନ୍ତର୍ଗତ ସତ୍‌ସଙ୍ଗ ବିହାର ମନ୍ଦିର ସମ୍ମୁଖ ରାସ୍ତାକଡ଼ରେ ରଖାଯାଇଥିବା ଏକ ଟୁରିଷ୍ଟ୍‍ ବସ୍‌ ଏବଂ ଏକ କ୍ୟାବିନ୍‌ରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା କୌଣସି ଅଜ୍ଞାତ ଲୋକ ନିଅାଁ ଲଗାଇ ଦେଇଛନ୍ତି। ଖବର ପାଇ କଳ୍ପନା ଅଞ୍ଚଳରୁ ୨ଟା ଦମକଳ ଆସି ନିଅାଁ ଲିଭାଇ ଥିଲା। ଘଟଣାସ୍ଥଳରେ ସହିଦ ନଗର ପୁଲିସ ମଧ୍ୟ ପହଞ୍ଚି ଥିଲା। ନିଅାଁର ପ୍ରଭାବରେ କ୍ୟାବିନ୍‌ଟି ସମ୍ପୂର୍ଣ୍ଣ … Continue reading ଟୁରିଷ୍ଟ୍‍ ବସ୍‌ ପୋଡ଼ିଦେଲେ ଦୁର୍ବୁର୍ତ୍ତ